ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର । ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ତାରିଖ ଯାଏଁ ଚାଲିବ ପରୀକ୍ଷା । ପ୍ରଥମ ଦିନ ମେ ୩ରେ ହେବ ମାତୃଭାଷା ଓଡିଆ ପରୀକ୍ଷା । ସକାଳ ୮ରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ ।
- ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ
- ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ
- ମେ ୭ (ଶୁକ୍ରବାର) ହିନ୍ଦୀ
- ମେ ୮(ଶନିବାର) ସଂସ୍କୃତ
- ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ
- ମେ ୭ (ଶୁକ୍ରବାର) ହିନ୍ଦୀ
- ମେ ୮(ଶନିବାର) ସଂସ୍କୃତ
- ମେ ୧୦ (ସୋମବାର)ଗଣିତ ପରୀକ୍ଷା
- ମେ ୧୨(ବୁଧବାର) ବିଜ୍ଞାନ
- ମେ ୧୫ (ଶନିବାର) ସାମାଜିକ ବିଜ୍ଞାନ
ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।
୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ । ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ।
Big news for matriculation candidates. The results of this year's matriculation examination have been released. The exam will run from May 3 to 15. The first day will be on May 3, the mother tongue Oriya exam. The exam will run from 8 a.m. to 10 a.m.
BSE ODISHA CLASS 10TH EXAM TIME TABLE [2021] TIME TABLE
- The first mother tongue is Oriya on May 3 (Monday)
- May 5 (Wednesday) 2nd language English
- May 8 (Friday) Hindi
- May 6 (Saturday) Sanskrit
- May 5 (Wednesday) 2nd language English
- May 8 (Friday) Hindi
- May 8 (Saturday) Sanskrit
- May 10 (Monday) math test
- May 12 (Wednesday) Science
- May 15 (Saturday) Social Science
This year, matriculation students will take a total of 60 marks. Which will be an objective test of the OMR seat 50 marks. In addition, there will be 30 mark subjective questions. But the assessment will be 100 marks.
The remaining 20 marks will be given on average according to the marks held by the examinees out of 60 marks. The test results will be released in 45 to 50 days. The trial will begin on May 3 and end on May 15.
0 Comments
Please don't put any spam comments