Header Ads Widget

HOT

6/recent/ticker-posts

JIO NEW FREE UNLIMITED FIBER PLAN LAUNCHED ! ODISHA





How to check availability of Jio fiber in my city


if you want to check this service available in your area you can register in the jio site below after registration this site will show you if the service available in your area.





JIOFIBER ANNOUNCES “NO-CONDITION 30-DAY FREE TRIAL” FOR ALL NEW CUSTOMERS




  1. JioFiber Home tariff plans will now offer truly unlimited internet
  2. All Home plans to have symmetric speed, that is download speed = upload speed
  3. Tariff plans start from only Rs 399 per month
  4. JioFiber to provide no-condition 30-day Free Trial of 150 Mbps internet, 4K Set Top Box with a subscription to 10 OTT apps for all new users




FOR MORE DETAILS ABOUT PLAN PRICE - CLICK HERE




Areas In Cuttack, Bhubaneswar, Rourkela, Sambalpur & Bolangir Where Jio Fiber Internet Is Available


Bhubaneswar:  IRC Village, Jayadev Vihar, Maitri Vihar, District Centre and Prachi Enclave in NiladriVihar, KIIT area including Arya Palli, Prasanti Vihar, and Sampark Nagar, Unit 6, Unit 9, Kharvel Nagar, Master Canteen, Unit 3, Jagannath Vihar inBaramunda Housing Board Colony, OUAT-Surya Nagar, parts of Saheed Nagar and BrahmeswarPatna – Shiv Nagar. Major housing societies such as Cosmopolis, DN Oxy Park, Arya Villa, PanchaSakha Nagar, and Satya Sai Enclave near AMRI Hospitals.
Cuttack: CDA Sector 6 and Sector 9, Jobra, Neemchouri, Daragha Bazar, Shelter Colony, Balipatana
Rourkela: Civil Township, Koel Nagar, Chhend, Jagda and Basanti Colony.
Sambalpur: Budha Raja and Danipalli.
Bolangir: Palace Lane


THE NEW JIOFIBER PLANS COME WITH:



  • Truly Unlimited Internet
  • Symmetric Speed (Upload speed = Download speed)
  • Plans starting at only Rs 399/month
  • Subscription to the top 12 PAID OTT apps at NO EXTRA COST


Commenting on this development, Mr. Akash Ambani, Director, Jio, said “JioFiber is already the largest Fiber provider in the country with over a million connected homes, but our vision for India and Indians is much larger. We want to take Fiber to each and every home and empower every member of the family. After making India the largest and the fastest-growing country in mobile connectivity with Jio, JioFiber will propel India into global broadband leadership, thereby providing broadband to over 1,600 cities and towns. I urge everyone to Join the JioFiber movement to make India the broadband leader of the world.”



JIOFIBER NO-CONDITION 30-DAY FREE TRIAL:



  1. Try JioFiber for 30-days with:
  2. 150 Mbps truly unlimited internet
  3. 4K set-top box with access to top 10 paid OTT apps AT NO COST
  4. Free voice calling
  5. If you don’t like the service, we will take it back, no questions asked.
  6. The 30-day free trial is applicable for all new customers



JIOFIBER PRODUCT COMES WITH:

High-speed internet: Fully reliable internet and WiFi at home that delivers education, work, health, and shopping experiences to every member of the home.
Entertainment: The entertainment experience is transformed with on-demand videos, LiveTV, Movies, and much more. Get access to the top 12 PAID OTT apps such as Netflix, Amazon, Disney+ Hotstar, etc. at no extra cost. From YouTube on TV to binge-watching your favorite TV shows from the past, it's all available in one app - JioTV Plus.
Ease of content discovery: Searching through the largest library of content made easy with voice search on the Jio Remote.
Connect with the world: Connect with your friends, family, or workplace through free HD voice calling or make video calls and conferences to anyone, anywhere in the world.
Work from home: With JioMeet and dependable broadband connectivity, work from home without any limitations
Health at home: JioMeet and dependable broadband connectivity allows you to remotely consult doctors and carry out important diagnosis
Education at home: With JioMeet app and dependable broadband connectivity enjoy learning at home
Games at home: JioGames provides interesting gaming options for an enjoyable gaming experience

PIC FROM JIO OFFICIAL 

IMPORTANT DATES:

New JioFiber customers activating from 1st September, will get the 30-day Free Trial
Since Jio has always believed in rewarding loyalty, its existing JioFiber users will get special benefits as mentioned below:
Plans of all existing JioFiber customers will be upgraded to match the benefits of the new tariff plans
Any JioFiber customer onboarded between 15th and 31st August will also get the 30-day free trial benefit as a voucher in MyJio

About Reliance Jio Infocomm Limited:


Reliance Jio Infocomm Limited (“Jio”), a subsidiary of Reliance Industries Limited (“RIL”), has built a world-class all-IP data strong future proof network with the latest 4G LTE technology. It is the only network conceived and born as a Mobile Video Network from the ground up and supporting Voice over LTE technology. It is future-ready and can be easily upgraded to support even more data, as technologies advance on to 5G, 6G, and beyond.



Jio will bring transformational changes in the Indian digital services space to enable the vision of Digital India for 1.2 billion Indians and propel India into global leadership in the digital economy. It has created an eco-system comprising of network, devices, applications and content, service experience, and affordable tariffs for everyone to live the Jio Digital Life. As part of its customer offers, Jio has revolutionized the Indian telecom landscape by making voice calls for Jio customers absolutely free, across India, to any network, and always. Jio makes India the highest quality, most affordable data market in the world so that every Indian can do Katagiri.

JIO OFFICIALS CONTACT 

Reliance Jio Infocomm
Jio.CorporateCommunication@ril.com
022-44753591

BUSINESS INSIDER



ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’


ଜିଓଫାଇବର୍ ପକ୍ଷରୁ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ “ବିନା ସର୍ତରେ ୩୦ ଦିନ ମାଗଣା ପରୀକ୍ଷଣ” ସୁଯୋଗ ସମ୍ପର୍କରେ ଘୋଷଣା

- ଜିଓ ଫାଇବର୍ ହୋମ୍ ଟାରିଫ୍ ପ୍ଲାନ୍ ଏବେ ବାସ୍ତବରେ ଅସୀମିତ ଇଣ୍ଟରନେଟ୍ ପ୍ରଦାନ କରିବ

- ସମସ୍ତ ହୋମ୍ ପ୍ଲାନ୍‌ରେ ବେଗ (ସ୍ପିଡ୍‌)ର ସମାନତା, ଯାହାଦ୍ୱାରା ଡାଉନ୍‌ଲୋଡ୍ ସ୍ପିଡ୍ ଓ ଅପ୍‌ଲୋଡ୍ ସ୍ପିଡ୍ ସମାନ ରହିବ

- ଟାରିଫ୍ ପ୍ଲାନ୍ ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ

- ଜିଓ ଫାଇବର୍ ବିନା ସର୍ତ୍ତରେ ୧୫୦ ଏମ୍‌ବିପିଏସ୍ ସ୍ପିଡ୍‌, ୪କେ ସେଟ୍ ଟପ୍ ବକ୍ସ ସହିତ ୧୦ ଓଟିଟି ଆପ୍ ସବ୍‌ସ୍କ୍ରିପ୍‌ସନ୍ ନୂଆ ବ୍ୟବହାରକାରୀଙ୍କ ପାଇଁ ୩୦ ଦିନ ନିଶୁଳ୍କ ପରୀକ୍ଷାମୂଳକ ବ୍ୟବହାର ସୁଯୋଗ ପ୍ରଦାନ କରିବ



ମୂମ୍ବାଇ / ଭୁବନେଶ୍ୱର: ଗ୍ରାହକଙ୍କ ପ୍ରତି ରହିଥିବା ଏହାର ଆଗ୍ରହକୁ ଦୋହରାଇ ଏବଂ ‘ନୂଆ ଭାରତର ନୂଆ ଜୋଶ୍‌’ (ନୟେ ଇଣ୍ଡିଆ କା ନୟା ଜୋଶ୍‌)କୁ ପାଳନ କରି ପ୍ରତିଟି ଭାରତୀୟଙ୍କ ଘରକୁ ସଶକ୍ତ କରିବା ନିମମନ୍ତେ ଜିଓ ଫାଇବର୍ ପକ୍ଷରୁ ଏହାର ଟାରିଫ୍ ପ୍ଲାନ୍‌ଗୁଡିକର ପୁନର୍ବିନ୍ୟାସ କରାଯାଇଛି । ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଯେତେବେଳେ ଭରସାଯୋଗ୍ୟ ଇଟଂରନେଟ୍ ସଂଯୋଗ ଏକ ଆବଶ୍ୟକ ନିୟମରେ ପରିଣତ ହୋଇଛି, ସେତେବେଳେ ଏହି ନୂତନ ଟାରିଫ୍ ପ୍ଲାନ୍‌ଗୁଡ଼ିକ ଗ୍ରହେକଙ୍କୁ ସର୍ବାଧିକ ସୁଲଭତା ପ୍ରଦାନ କରୁଛି ।

ନୂଆ ଜିଓ ଫାଇବର ପ୍ଲାନ୍‌ଗୁଡିକରେ ରହିଛି ବାସ୍ତବ ଅସୀମିତ ଇଟଂରନେଟ୍‌, ବେଗର ସମାନତା (ସମାନ ଅପ୍‌ଲୋଡ୍ ବେଗ ଓ ଡାଉନ୍‌ଲୋଡ୍ ବେଗ), ମାସିକ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ପ୍ଲାନ୍‌ସମୂହ ଏବଂ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୧୨ଟି ଶ୍ରେଷ୍ଠ ପେଡ୍ ଓଟିଟି ଆପ୍‌ର ସବ୍‌ସ୍କ୍ରିପ୍‌ସନ୍ ।



ଏ ସମ୍ପର୍କରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ନିୟୁତାଧିକ ଘରେ ସଂଯୋଗ ପ୍ରଦାନ ସହିତ ଜିଓଫାଇବର ଦେଶର ସର୍ବବୃହତ ଫାଇବର୍ ପ୍ରଦାନକାରୀ ହୋଇସାରିଛି, ମାତ୍ର ଭାରତ ଓ ଭାରତୀୟଙ୍କ ପାଇଁ ଆମର ଲକ୍ଷ୍ୟ ବହୁତ ବଡ଼ । ଆମେ ଫାଇବର୍‌କୁ ପ୍ରତିଟି ଘରେ ପହଂଚାଇବାକୁ ଏବଂ ପରିବାରର ପ୍ରତିଟି ସଦସ୍ୟଙ୍କୁ ସଶକ୍ତ କରିବାକୁ ଚାହୁଛୁ । ଜିଓ ସହିତ ଭାରତକୁ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ କରିବା ପରେ, ଜିଓଫାଇବର୍ ଭାରତକୁ ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ ଏବଂ ଏଥିପାଇଁ ୧୬୦୦ରୁ ଅଧିକ ସହର ଓ ନଗରରେ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରାଯିବ । ବିଶ୍ୱରେ ବ୍ରଡ୍‌ବ୍ୟାଣ୍ଡ୍ କ୍ଷେତ୍ରରେ ଭାରତକୁ ଅଗ୍ରଣୀ କରାଇବା ନିମନ୍ତେ ଏହି ଜିଓଫାଇବର୍ ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି । ’’

PIC FROM JIO OFFICIAL 


ଜିଓ ଫାଇବର ବିନା ସର୍ତରେ ୩୦-ଦିନ ମାଗଣା ପରୀକ୍ଷଣ:

ଜିଓ ଫାଇବର୍‌ର ୩୦-ଦିନ ମାଗଣା ପରୀକ୍ଷଣ ସୁଯୋଗ ବ୍ୟବହାର କରନ୍ତୁ ଏବଂ ପାଆନ୍ତୁ ୧୫୦ ଏମବିପିଏସ୍ ବେଗର ବାସ୍ତବ ଅସୀମିତ ଇଟଂରନେଟ, ୪କେ ସେଟ୍ ଟପ୍ ବକ୍ସ ସହିତ ବିନା ଖର୍ଚ୍ଚରେ ୧୦ ଶ୍ରେଷ୍ଠ ଓଟିଟି ଆପ୍‌ର ବ୍ୟବହାର ସୁଯୋଗ ଏବଂ ନିଶୁଳ୍କ ଭଏସ୍ କଲିଂ ସୁବିଧା । ଯଦି ସେବା ପସନ୍ଦ ନଆସିବ, ତେବେ ବିନା କୌଣସି ପ୍ରଶ୍ନରେ ତାହା କମ୍ପାନୀକୁ ଫେରସ୍ତ ଦିଆଯାଇପାରିବ । ତେବେ ୩୦ ଦିନିଆ ମାଗଣା ପରୀକ୍ଷାମୂଳକ ସେବା କେବଳ ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଯୁଯ୍ୟ ।

ଜିଓ ଫାଇବର୍ ସହ ମିଳୁଛି:

୧. ହାଇ ସ୍ପିଡ୍ ଇଣ୍ଟରନେଟ୍‌: ଘରେ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଇଣ୍ଟରନେଟ୍ ଓ ୱାଇ-ଫାଇ ଯାହା ଘରର ପ୍ରତ୍ୟେକ ସଦସ୍ୟଙ୍କୁ ଶିକ୍ଷା, କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ସପିଙ୍ଗ୍‌ର ଅନୁଭୂତି ପ୍ରଦାନ କରିବ ।

୨. ମନୋରଞ୍ଜନ: ଅନ୍‌-ଡିମାଣ୍ଡ୍ ଭିଡିଓ, ଲାଇଭ୍ ଟିଭି, ସିନେମା ଓ ଆହୁରି ବହୁତ କିଛି ସହ ମନୋରଂଜନ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ । ନେଟଫ୍ଲିକ୍ସ, ଆମାଜନ, ଡିଜନି+ ହଟ୍‌ଷ୍ଟାର୍ ଇତ୍ୟାଦି ୧୨ଟି ପେଡ୍ ଓଟିଟି ଆପ୍ ବିନା ଅତିରିକ୍ତ ଖର୍ଚ୍ଚରେ ମିଳିବ । ଟିଭିରେ ୟୁଟ୍ୟୁବ୍ ଠାରୁ ଆରମ୍ଭ କରି ନିଜ ପସନ୍ଦର ପୁରୁଣା ଟିଭି ସୋ’ ଦେଖିବା ପର୍ଯ୍ୟନ୍ତ ଗୋଟିଏ ଆପ୍ ଜିଓ ଟିଭି ପ୍ଲସ୍‌ରେ ସବୁ କିିଛି ଉପଲବ୍ଧ ହେବ ।

୩. କଣ୍ଟେଣ୍ଟ୍ ଖୋଜିବା ସହଜ: ଜିଓ ରିମୋଟ୍‌ରେ ଭଏସ୍ ସର୍ଚ୍ଚ ସୁବିଧା ସହିତ କଣ୍ଟେଣ୍ଟ୍‌ର ସର୍ବବୃହତ ଲାଇବ୍ରେରି ମଧ୍ୟରୁ ଖୋଜିବା ସହଜ ହେବ ।

୪. ଦୁନିଆ ସହିତ ସଂଯୋଗ: ବିନା ମୂଲ୍ୟରେ ଏଚଡି ଭଏସ୍ କଲିଂ ସହିତ ନିଜର ବନ୍ଧୁ, ପରିବାର ଏବଂ କର୍ମକ୍ଷେତ୍ର ସହ ସମ୍ପର୍କରେ ରୁହନ୍ତୁ ଅଥବା ଦୁନିଅ।।ର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତିଙ୍କୁ ଭିଡିଓ କଲ୍ ଓ କନଫରେନ୍ସ କରନ୍ତୁ ।

୫. ୱାର୍କ ଫ୍ରମ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ସହିତ ବିନା କୌଣସି ପ୍ରତିମନ୍ଧକରେ ଘରେ ରହି କାର୍ଯ୍ୟ କରନ୍ତୁ ।

୬. ହେଲ୍‌ଥ ଆଟ୍ ହୋମ୍‌: ଜିଓ ମିଟ୍ ଓ ଭରସାଯୋଗ୍ୟ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ଆପଣଙ୍କୁ ଘରେ ରହି ଡାକ୍ତରଙ୍କ ସହ ପରାମର୍ଶ କରିବା ଏବଂ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ନିଦାନ କରିବାରେ ସହାୟକ ହେବ

୭. ଗେମସ୍ ଆଟ୍ ହୋମ୍‌: ଉପଭୋଗ୍ୟ ଗେମିଂ ଅନୁଭୂତି ପାଇଁ ଜିଓ ଗେମସ୍ ଆକର୍ଷଣୀୟ ଗେମିଂ ବିକଳ୍ପ ପ୍ରଦାନ କରୁଛି

ଗୁରୁତ୍ୱପୂର୍ଣ୍ଣ ତାରିଖ:

ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର୍ ଗ୍ରାହକମାନେ ୩୦-ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ
ଭରସା ରଖିଥିବା ଗ୍ରାହକମାନଙ୍କୁ ପୂରସ୍କୃତ କରିବାରେ ଜିଓ ସର୍ବଦା ବିଶ୍ୱାସ ରଖୁଥିବାରୁ ଜିଓ ଫାଇବର୍ ପୁରୁଣା ଗ୍ରାହକମାନଙ୍କୁ ଏହି ସବୁ ସ୍ୱତନ୍ତ୍ର ସୁବିଧା ମିଳିବ:
ସମସ୍ତ ପୁରୁଣା ଜିଓଫାଇବର୍ ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍ରେ ମିଳୁଥିବା ସବୁ ସୁବିଧା  ଲାଭକୁ ଉନ୍ନୀତ ହୋଇପାରିବେ
ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର୍ ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ

୧. ସେପ୍ଟେମ୍ବର ୧ରୁ ସକ୍ରିୟ ହେଉଥିବା ନୂଆ ଜିଓ ଫାଇବର୍ ଗ୍ରାହକମାନେ ୩୦-ଦିନର ମାଗଣା ପରୀକ୍ଷଣ ସୁବିଧା ପାଇପାରିବେ

୨. ଭରସା ରଖିଥିବା ଗ୍ରାହକମାନଙ୍କୁ ପୂରସ୍କୃତ କରିବାରେ ଜିଓ ସର୍ବଦା ବିଶ୍ୱାସ ରଖୁଥିବାରୁ ଜିଓ ଫାଇବର୍‌ର ପୁରୁଣା ଗ୍ରାହକମାନଙ୍କୁ ଏହି ସବୁ ସ୍ୱତନ୍ତ୍ର ସୁବିଧା ମିଳିବ:

କ) ସମସ୍ତ ପୁରୁଣା ଜିଓଫାଇବର୍ ଗ୍ରାହକମାନେ ନୂଆ ଟାରିଫ୍ ପ୍ଲାନ୍‌ରେ ମିଳୁଥିବା ସବୁ ସୁବିଧା ଓ ଲାଭକୁ ଉନ୍ନୀତ ହୋଇପାରିବେ

ଖ) ଅଗଷ୍ଟ ୧୫ରୁ ୩୧ ତାରିଖ ମଧ୍ୟରେ ଯେଉଁ ଜିଓ ଫାଇବର୍ ଗ୍ରାହକମାନେ ସାମିଲ ହୋଇଛନ୍ତି ସେମାନେ ମାଇଁଜିଓରେ ଏକ ଭାଉଚର ଜରିଆରେ ୩୦ ଦିନିଆ ମାଗଣା ପରୀକ୍ଷଣ ସୁବିଧା ପାଇବେ

Post a Comment

0 Comments